ପୁରୀ-କୋଣାର୍କ ନୂତନ ରେଳ ପ୍ରକଳ୍ପର 50 ପ୍ରତିଶତ ବ୍ୟୟ ବହନ କରିବ ଓଡିଶା

State  to bear 50 percent of project cost of Puri-Konark new line

 Published : ଟାଇମସ ଓଫ ଇଣ୍ଡିଆ

/  

29-Apr-2017  

ପୁରୀ- କୋଣାର୍କ ରେଳ ପଥ ରାଜ୍ୟର ପର୍ଯ୍ୟଟନ, ଐତିହ ଅଞ୍ଚଳର ଲୋକଙ୍କ ବିକାଶ ଦୃଷ୍ଟିକୋଣରୁ  ଗୁରୁତ୍ଵ ପୂର୍ଣ୍ଣ l ଏହି ପ୍ରକଳ୍ପ ନିର୍ମାଣର  ୫୦ ପ୍ରତିଶତ ଖର୍ଚ୍ଚ ରାଜ୍ୟ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି l

Other News