ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ସୋସିଆଲ ମିଡିଆ ଗ୍ରୀଭାନ୍ସ ହାଣ୍ଡଲିଙ୍ଗ୍ ମେକାନିଜିମ୍

Odisha CM launched Social Media Grievance Handling Mechanism

 Published : ଓଡିଶା ସନ୍ ଟାଇମ୍ସ

/  

13-Dec-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥକଙ୍କ ସଂଖ୍ୟା ସୋସିଆଲ ମିଡିଆରେ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବା ବେଳେ, ରାଜ୍ୟର ସାଧାରଣ ଜନତାଙ୍କ ଅଭିଯୋଗ ଗୁଡିକର ତ୍ବରୀତ ସମାଧାନ ପାଇଁ ସେ ସୋସିଆଲ ମିଡିଆ ଗ୍ରୀଭାନ୍ସ ହାଣ୍ଡଲିଙ୍ଗ ମେକାନିଜିମର ଶୁଭାରମ୍ଭ କରିଛନ୍ତି। ଏହା ଫଳରେ  ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ବେଶ୍ ସୁଦୃଢ ହେବ।

Other News