Published : ଓଡିଶା ସନ୍ ଟାଇମ୍ସ
/18-Jan-2019
ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଆରାମ ଦାୟକ ଯାତାୟତ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୩ ଟି ଓଏସଆରଟିସି ବସକୁ ପତାକା ଦେଖାଇ ଆଗକୁ ଗଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ବସ ଗୁଡିକ ରାଜଧାନୀରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଦୈନିକ ଯାତାୟତ କରିବ।