ବିଜେଡି ଜିତିଲା ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନ

BJD won Bijatala ZP byelection

ମୟୁରଭଞ୍ଜ ଜିଲ୍ଲାର ବିଜାତଳା ଜିଲ୍ଲା ପରିଷଦ (ଜୋନ୍-୩୨)ରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ରଘୁନାଥ ମାଝି ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର କୁଟୁଲୁ ହଂସଦାଙ୍କ ଠାରୁ ୪୨୧୪ ଖଣ୍ଡ ଅଧିକ ଭୋଟ ପାଇଁ ବିଜୟ ଲାଭ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଦଳ ସପକ୍ଷରେ ବେଶ୍ ଜନସମର୍ଥନ ରହିଥିବାର ଏହା ଏକ ପ୍ରମାଣ।

Other News