ଆଉ ଜଣେ ସାଧାରଣ ସମ୍ପାଦକଙ୍କୁ ଦଳ ପକ୍ଷରୁ ଦିଆଗଲା ନିଯୁକ୍ତି

Party appointed one more state general secretary

 Published : ଓଡ଼ିଶା ସନ୍ ଟାଇମ୍ସ

/  

25-Apr-2019  

ଦଳ ପକ୍ଷରୁ ଆଉ ଜଣେ ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି। ଦଳର ମୁଖ୍ୟ ଶ୍ରୀ ନବୀନ ପଟ୍ଟନାୟକ, ବିଶ୍ବଜିତ ମହାନ୍ତିଙ୍କୁ ଦଳର ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି। ପୂର୍ବରୁ ବିଶ୍ବଜିତ ବିଜେପି ଦଳର ପ୍ରବକ୍ତା ପଦରେ ଥିଲେ। ସେ କିଛି ଦିନ ବିଜେପିରୁ ଇସ୍ତଫା ଦେଇ ଦଳରେ ଯୋଗ ଦେଇ ଦଳରେ ଯୋଗ ଦେଇ ଥିଲେ।

Other News