ଭୁବନେଶ୍ବର ମହାନଗର ନିଗମର ପୂର୍ବତନ ମେୟର ହେଲେ ବିଡିଏର ଅଧ୍ୟକ୍ଷ

Former BMC Mayor Ananta Jena BDA new Chairman

 Published : ଓଡ଼ିଶା ସନ୍ ଟାଇମ୍ସ

/  

07-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଏହି ପଦରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଥିଲେ।

Other News