ଭୁବନେଶ୍ବର ଦେଶର ଦଶମ ଉତ୍ତମ ସହର ଭାବେ ବିବେଚିତ

Bhubaneswar ranked 10th best city in annual survey

 Published : ଓଡିଶା ସନ୍ ଟାଇମ୍ସ

/  

02-Mar-2017  

ରାଜଧାନୀ ଭୁବନେଶ୍ବର ଦେଶର ଉତ୍ତମ ସହର ମାନଙ୍କ ତାଲିକାରେ ଦଶମ ସ୍ଥାନରେ ରହିଛି ବୋଲି ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି। ବେଙ୍ଗାଲୁରୁସ୍ଥିତ ଜନାଗ୍ରହ ନାମକ ଏକ ସଂସ୍ଥା ପକ୍ଷରୁ ଦେଶର ବଡ ବଡ ସହର ଗୁଡିକର ସର୍ଭେ କରାଯାଇଥିଲା, ସେହି ସର୍ଭେ ଅନୁଯାଇ ଦେଶର ଉତ୍ତମ ସହର ମାନଙ୍କର ତାଲିକାରେ ଭୁବନେଶ୍ବର ସହର ଦଶମ ସ୍ଥାନରେ ରହିଛି ବୋଲି ଜଣାପଡିଛି।

Other News