Published : ଓଡିଶା ସନ୍ ଟାଇମ୍ସ
/05-Sep-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନାସା ସ୍ପେସ୍ ସେଟଲମେଣ୍ଟ ଡିଜାଇନ୍ ପ୍ରତିଯୋଗିତାରେ ବିଜେତା ଓଡିଆ ଝିଅ ଈଶାନୀଙ୍କୁ ତ୍ରିପାଠୀଙ୍କୁ ରାଜ୍ୟ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ରାଉରକେଲା ଝିଅ ଈଶାନୀର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ତାର ଉତ୍ତରତର ସଫଳତା କାମନା କରିଛନ୍ତି ।