ସବୁ ଜିଲାରେ ମିଳିବ କର୍କଟ ରୋଗର ଚିକିତ୍ସା

Free cancer care for all districts

ରାଜ୍ୟସରକାର ଘୋଷଣା କରିଛନ୍ତି ଯେ ରାଜ୍ୟର ୩୦ ଜିଲ୍ଲାରେ ମିଳିବ କର୍କଟ ରୋଗର ମାଗଣା ଚିକିତ୍ସା l ପୂର୍ବରୁ ୧୫ ଟି ଜିଲ୍ଲାରେ ଏହି ସୁବିଧା ମିଳୁଥିଲା l

Other News