ଉପରାଷ୍ଟ୍ରପତି ପ୍ରାର୍ଥି ଗୋପାଳ ଗାନ୍ଧୀ ବିଜେଡି ସାଂସଦଙ୍କୁ ଭେଟିଲେ

VP candidate G Gandhi meets BJD MPs

 Published : ଓଡିଶା ସନ୍ ଟାଇମ୍ସ

/  

01-Aug-2017  

ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ବିରୋଧୀଦଳ ପ୍ରାର୍ଥି ଶ୍ରୀ ଗୋପାଳକୃର୍ଷ୍ଣ ଗାନ୍ଧୀ ଆଜି ବିଜେଡିର ସାଂସଦ ମାନଙ୍କୁ ସାଂସଦ ଭତ୍ତୃହରି ମହାତାବଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନଠାରେ ଭେଟିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପିନାକୀ ମିଶ୍ର, ବୈଜନ୍ତ ପଣ୍ଡା, ରବିନ୍ଦ୍ର କୁମାର ଜେନା ,ପ୍ରତ୍ୟୁଷା ରାଜେଶ୍ବରୀ, ପ୍ରସନ୍ନ ପାଟଶାଣୀ,ନଗେନ୍ଦ୍ର ପ୍ରଧାନ,ନରେନ୍ଦ୍ର ସ୍ବାଇଁ, ଏ ବି ସ୍ବାମୀ, ସିଦ୍ଧାନ୍ତ ମହାପାତ୍ର, ତଥାଗତ ସଥପଥି, ଅନୁଭବ ମହାନ୍ତି, ପ୍ରତାପ ଦେବ ପ୍ରମୁଖ ପ୍ରାୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Other News