ଓଡ଼ିଶା ବିଶେଷ ଭାବେ ଅନଗ୍ରସର ଜନଜାତି ପାଇଁ ଖର୍ଚ୍ଚ କରିବ ୭୯୫ ଟଙ୍କା

Odisha to spend Rs 795 crore on Particularly Vulnerable Tribal Groups

ରାଜ୍ୟରେ ବସବାସ କରୁଥିବା ବଶେଷ ଭାବେ ଅନଗ୍ରସର ଜନଜାତି ଗୋଷ୍ଠୀର ସଶକ୍ତିକରଣ ଏବଂ ଜୀବନ ଜୀବିକା ବିକାଶ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବାରୋପ କରି ୨୦୧୬-୧୭ ବର୍ଷରେ ୭୯୫ କୋଟି ଟଙ୍କାର ଯୋଜନା ରାଜ୍ୟ ସରକାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୬୨୦୦୦ ପରିବାର ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ କହିଛନ୍ତି।

Other News