ପ୍ରଥମ ଦିନରେ ହିଁ କାଳିଆ ପ୍ରତିଶ୍ରୁତି ରଖିଲେ ଯୋଜନାରେ ଅଧିକ ୩୨.୩୪ଲକ୍ଷ ଚାଷୀଙ୍କୁ ଯୋଡିଲେ

KALIA word kept on Day 1, scope expanded to 32.34 lakh more

ନିର୍ବାଚନରେ ଦଳର ବିପୁଳ ବିଜୟ ପରେ ବିଜେଡି ସରକାର ପ୍ରତିଶ୍ରୁତି ରକ୍ଷାକରି କାଳିଆ ସହାୟତା ରାଶି ବାଣ୍ଟିଲେ ଏବଂ ଏହି ଯୋଜନାରେ ଅଧିକ ୩୨.୩୪ ଲକ୍ଷ ଚାଷୀଙ୍କୁ ଯୋଡିଲେ।

Other News