ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ହଜାର ହଜାର କର୍ମୀଙ୍କ ଉଲ୍ଲସିତ ସମ୍ବର୍ଦ୍ଧନା

Thousands of Anganwadi workers felicitated CM Shri Naveen Patnaik after salary hiked
/  

18-Jan-2019  

ଅଙ୍ଗନବାଡି, ମିନି ଅଙ୍ଗନବାଡି ଓ ସହାୟିକାଙ୍କ ପାଇଁ ନିକଟ ଅତୀତରେ ରାଜ୍ୟ ସରକାର ଘୋଷଣା କରିଥିବା ବଡ ପ୍ୟାକେଜକୁ ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ନବୀନ ନିବାସରଜ ପହଞ୍ଚିବା ସହ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମ୍ଵର୍ଧନା ଦେଇଥିଲେ।

Other News