ନୟାଗଡରୁ ଏକ୍ସପ୍ରେସ ଟ୍ରେନ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ରେଳବାଇ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ

CM urges Railways Min for express trains from Nayagarh

 Published : ଓଡିଶା ସନ୍ ଟାଇମ୍ସ

/  

22-Jun-2017  

ନୟାଗଡ ଟାଉନ ଷ୍ଟେସନରୁ ଗୋଟିଏ ଏକ୍ସପ୍ରେସ ଟ୍ରେନ ହାଓଡା ଏବଂ ଅନ୍ୟଟି ଭିଶାଖାପାଟଣାକୁ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ରେଳବାଇ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି।

Other News