ସାମୁଦ୍ରିକ ମାଛ ରତ୍ପାନୀ ବୃଦ୍ଧି ପାଇଁ ଓଡିଶା ସରକାର ଚୁକ୍ତିପତ୍ର ସ୍ବାକ୍ଷର କଲେ

Odisha govt inks pact to boost seafood export

ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରୁ ୨୦ ହଜାର କୋଟି ଟଙ୍କାର ସାମୁଦ୍ରିକ ମାଛ ରତ୍ପାନୀ ପାଇଁ ଆକ୍ସନ ପ୍ଳାନ ପ୍ରସ୍ତୁତ କରିବାକୁ ଓଡିଶା ସରକାର  ମାଙ୍ଗାଲୋରର ନୀତି ବିଶ୍ବ ବିଦ୍ୟାଳୟ ସହ ଚୁକ୍ତି ପତ୍ର ସ୍ବାକ୍ଷର କରିଛନ୍ତି।

Other News