ମାଇଁ ହାର୍ଟବିଟସ୍ ଫର୍ ହକିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

CM launched billion hearts beating for hockey W. C

 Published : ଟାଇମ୍ସ ଅଫ ଇଣ୍ଡିଆ

/  

30-Aug-2018  

ଆସନ୍ତା ନଭେମ୍ବର ୨୮ ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ବକପ-୨୦୧୮ ପାଇଁ “ମାଇଁ ହାର୍ଟବିଟସ୍ ଫର୍ ହକି” ପ୍ରଚାରର  ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।

Other News