ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯାତ୍ରା, ଭେଟିବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ

CM left for New Delhi to meet PM Modi

 Published : ଓଡ଼ିଶା ସନ୍ ଟାଇମ୍ସ

/  

09-Jun-2019  

ମୁଖ୍ରମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆଦଳ୍ଳୀ ଯାତ୍ରା କରିଛନ୍ତି, ସେଠାରେ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୁନ୍ ୧୧ ତାରିଖରେ ସାକ୍ଷାତ କରିବେ। ଦିଲ୍ଲୀରେ ରହଣୀ କାଳରେ, ମୁଖ୍ୟମନ୍ତ୍ରୀ  ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲ୍ଲା କ୍ଷେତ୍ରରେ ରାଜ୍ୟ ପାଇଁ ଅଧିକ ଆର୍ଥିକ ସହାୟତା ପ୍ରସଙ୍ଗରେ କେନ୍ଦ୍ର ନିକଟରେ ଦାବୀ ରଖିବାର ସମ୍ଭାବନା ରହିଛି।

Other News