Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍
/07-Mar-2018
ପୂର୍ବତନ ସାଂସଦ ଓ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ବିଜେଡି ପ୍ରବକ୍ତା ପ୍ରଶାନ୍ତ ନନ୍ଦଙ୍କୁ ଦଳର ରାଜ୍ୟ ସଭା ପ୍ରାର୍ଥୀଭାବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।