ମୁଖ୍ୟମନ୍ତ୍ରୀ ଗୋପବନ୍ଧୁ ଜ୍ୟୋତି ଯାତ୍ରାର ଶୁଭାରମ୍ଭ କଲେ

CM flagged off Gopabandhu Yatra

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକର ସମାଜ ଅଫିସ ପ୍ରାଙ୍ଗଣରେ ପତକା ଦେଖାଇ ଗୋପବନ୍ଧୁ ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଜ୍ୟୋତି ଉତ୍କଳମଣିଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡେରୁ ସମାଜ ଅଫିସକୁ ଆସିଥିଲା।

Other News