Published : ନିୟୁ ଇଣ୍ଡିଆନ ଏକ୍ସପ୍ରେସ
/13-Apr-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଗସ୍ତରେ ଯାଇ କ୍ଷତି ଗ୍ରସ୍ତଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ l ସେଠାରେ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଆରଡିସି ଓ ଜିଲ।ପାଳଙ୍କ ସହିତ ଘଟଣା ସମ୍ପର୍କରେ ସମୀକ୍ଷା କରିଥିଲେ l ତିନିଦିନ ମଧ୍ୟରେ କ୍ଷୟ କ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ l ରାଜ୍ୟ ସରକାର ସେହିଦିନ ଭଦ୍ରକ ଏସପି ଓ ଏଡିଏମଙ୍କୁ ସେଠାରୁ ବଦଳି କରିଦେଇଛନ୍ତିl