ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଓଡିଶାର ସର୍ବବୃହତ୍ତ ସମନ୍ବୀତ ଇସ୍ପାତ କାରଖାନା ଉଦଘାଟିତ

CM  inaugurates Odishas biggest integrated steel plant

 Published : ଟେଲିଗ୍ରାଫ

/  

28-May-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ବାର୍ଷିକ ୬ ନିୟୁତ ଟନ କ୍ଷମତା ସମ୍ପନ୍ନ ଅନୁଗୁଳଠାରେ ଥିବା ଜେ ଏସ୍ ପି ଏଲ  ସମନ୍ବୀତ ଇସ୍ପାତ କାରଖାନା ଶନିବାର ଦିନ ଉଦ୍ ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୩୩ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ଉଦଘାଟନକରି କହିଛନ୍ତି ଯେ, ଏହି ଇସ୍ପାତ କାରଖାନା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩୦ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ। ରାଜ୍ୟସରକାର ଏହି ଶିଳ୍ପ ପାଇଁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ଯୋଗାଇ ଦେବାକୁ ବଦ୍ଧ ପରିକର।

Other News