ବିଜେପିର ‘ମୁଖ୍ୟ ଇଞ୍ଜନ’ ଦିଲ୍ଲୀରେ ଧାରଣାଚ୍ୟୁତ ହେବ: ନବୀନ

BJP’s ‘main engine’ will derail in Delhi: Naveen

 Published : ଓଡ଼ିଶା ସନ୍ ଟାଇମ୍ସ

/  

18-Apr-2019  

ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ବିଜେପି ସରକାର ଡବଲ ଇଞ୍ଜିନ ସରକାରର ଥିଓରିକୁ ତୀବ୍ରଭାବେ ସମାଲୋଚନା କରିଛନ୍ତି।  ସେ କହିଛନ୍ତି ଯଦି ଡବଲ ଇଞ୍ଜନ ଥିଓରୀ ଅନୁଯାୟୀ ବିକାଶ ତ୍ବରାନ୍ବୀତ ହୋଇପାରିଥାଆନ୍ତା ତେବେ ନିକଟ ଅତୀତରେ ହୋଇଥିବା ୫ ଟି ରାଜ୍ୟର ନିର୍ବାଚନରେ ବିଜେପି କାହିଁକି ହାରିଲା ବୋଲି ସେ ପଶ୍ନ କରିଛନ୍ତି। ବିଜେପିର ଡବଲ ଇଞ୍ଜନର ବିଫଳତା ୫ଟି ରାଜ୍ୟରେ ପ୍ରମାଣିତ ହୋଇଯାଇଛି। କେବଳ ସେତିକି ନୁହେଁ ‘ମୁଖ୍ୟ ଇଞ୍ଜନ’  ନିର୍ବାଚନ ପରେ  ଧାରଣା ଚ୍ୟୁତ ହେବାର ସମ୍ଭବନା ସ୍ଫଷ୍ଟ ହେବାର ଲାଗିଛି।

Other News