ରାଫେଲ ପ୍ରସଙ୍ଗରେ ବିଜେଡି ମୁହଁ ଖୋଲିଲା

BJD broke  silence on Rafale deal

 Published : ଓଡ଼ିଶା ସନ୍ ଟାଇମ୍ସ

/  

03-Jan-2019  

ବିବଦମାନ ରାଫେଲ ଲଢୁଆ ବିମାନ କ୍ରୟ ପ୍ରସଙ୍କରେ ବିଜୁ ଜନତା ଦଳ ଶେଷରେ ମୁହଁ ଖୋଲିଛି। ଲୋକସଭାରେ ବିଜେଡି ସାଂସଦ କଳିକେଶ ନାରାୟଣ ସିଂଦେଓ କହିଛନ୍ତି, ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତ ସମୟରେ ରାଫେଲ କିଣିବା ନେଇ ଯେଉଁ ଚୁକ୍ତିକ ସମ୍ପର୍କରେ ଘୋଷଣା କରିଥିଲେ ସେ ସମ୍ପର୍କରେ ସରକାର ଶ୍ବେତ ପତ୍ର ପ୍ରକାଶ କରନ୍ତୁ। ସେ ଦର୍ଶାଇଛନ୍ତି କତାର ସେହି ଲଢୁଆ ବିମାନକୁ କମ୍ ଦାମରେ କ୍ରୟ କରିଛି। 

Other News