ଓଡିଶା ବିଧାନ ପରିଷଦ ଗଠନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କଲେ

Panel on Odisha Legislative Council submitted report to CM

 Published : ଓଡିଶା ସନ୍ ଟାଇମ୍ସ

/  

03-Aug-2018  

ରାଜ୍ୟରେ ପ୍ରସ୍ତାବିତ ବିଧାନ ପରିଷଦ ଗଠନ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ଡା. ନୃସିଂହ ସାହୁ କମିଟିର ରିପୋର୍ଟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ପ୍ରଦାନ କରିଛନ୍ତି। କମିଟିର ସଦସ୍ୟ ମାନେ ବିହାର, କର୍ଣ୍ଣାଟକ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଗସ୍ତ କରି ପରିଷଦ ଗଠନ ସମ୍ପର୍କରେ ସଂଗ୍ରହ କରିଥିବା ତଥ୍ୟକୁ ଭିତ୍ତିକରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

Other News