ଭାରତୀୟ ବାୟୁ ସେନା ପାକିସ୍ତାନ ଆତଙ୍କ ବାଦୀ କ୍ୟାମ୍ପ ଉପରେ ଆକ୍ରମଣ ପାଇଁ ସାଲ୍ୟୁଟ ଜଣାଇଲେ ମୁଖ୍ୟମନ୍ତ୍ରୀ

CM saluted IAF for strikes on terror camp in Pakistan

 Published : ଓଡ଼ିଶା ସନ୍ ଟାଇମ୍ସ

/  

26-Feb-2019  

ଭାରତୀୟ ବାୟୁ ସେନା ପକ୍ଷରୁ ପାକିସ୍ତାନର ଜୈଶ୍-ଇ- ମହମ୍ମଦ ଭଳି ଆତଙ୍କ ବାଦୀଙ୍କ ତାଲିମ ଶିବିର ଉପରେ ଆକ୍ରମଣ କରାଯାଇଥିବାରୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ବାୟୁ ସେନାକୁ ସାଲ୍ୟୁଟ୍ କରିଛନ୍ତି। ଏହି ଆକ୍ରମଣ ଫଳରେ ବହୁ ସଂଖ୍ୟକ ଆତଙ୍କବାଦୀ ଓ ସେମାନଙ୍କ ଟ୍ରେନର  ନିପାତ ହୋଇଛନ୍ତି।

Other News