ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି, ୨୦୧୯ ରେ ବିଜେଡି ଫୁଣି କ୍ଷମତାକୁ ‍ଫେରିବ

CM asserts BJD will return to power in 2019 in Odisha

 Published : ଓଡିଶା ସନ୍ ଟାଇମ୍ସ

/  

26-Feb-2017  

ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପୁଣି ରାଜ୍ୟରେ କ୍ଷମତାକୁ ଫେରିବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଭଲକାମ କରିଥିବା ଯୋଗୁ  ଜନସମର୍ଥନ ବିଜେଡି ପଛରେ ରହିଛି। ଆସନ୍ତା ବିଧାନସଭା ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇ ବିଜେଡି ବହୁ ଆସନରେ ଜିତି ଫୁଣି କ୍ଷମତାକୁ ଫେରିବ। ନିକଟରେ ଶେଷହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଉପରେ ଜନସାଧାରଣଙ୍କର ଭରଷା ଅତୁଟ ରହିଥିବାରୁ ଶ୍ରୀ ପଟ୍ଟନୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Other News