ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଠାରେ ୧୯ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ

CM inaugurated Rs 19 cr projects in  Nabarangpur

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁରକୁ ଦିନିକିଆ ଗସ୍ତରେ ଯାଇ ୧୯ କୋଟି ଟଙ୍କାର ୧୨ ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ସେ ଗୁଡିକ ମଧ୍ୟରେ ଚନ୍ଦାହାଣ୍ଡି ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପାତ୍ରପୁଟ ହାଇସ୍କୁଲ ଏବଂ ଜାମୁଗୁଡା ହାଇସ୍କୁଲ ଛାତ୍ର ମାନଙ୍କ ପାଇଁ ଦୁଇଟି ହଷ୍ଠେଲ, ପାପଡ଼ାହାଣ୍ଡି ଠାରେ ଦୁଇଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ହାଇସ୍କୁଲ ପ୍ରଭୁତି ଅନ୍ୟତମ।

Other News