ମୁଖ୍ୟମନ୍ତ୍ରୀ ୭୦୪ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପାଣ୍ଠି ବାଣ୍ଟିଲେ

CM distributes funds to 704 women SHGs

ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ୭୦୪ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ରିଭଲଭିଙ୍ଗ( ଘୁର୍ଣ୍ଣାୟମାନ) ପାଣ୍ଠି ବାଣ୍ଟିଲେ। ଜାତୀୟ ସହରାଞ୍ଚଳ ଜୀବିକା ମିଶନର (ଏନ ୟୁ ଏଲ ଏମ) ଏହି ପାଣ୍ଠି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଉଦିଷ୍ଟ ।  ଗୋଷ୍ଠୀର ମହିଳା ସଦସ୍ୟା ମାନେ ସେମାନଙ୍କର ନିଜସ୍ବ ପାଣ୍ଠି ମିଶାଇ ଛୋଟ ଛୋଟ ବ୍ୟବସାୟ କରି ସେମାନଙ୍କର ଅର୍ଥନୈତିକ ବିକାଶ କରିପାରିବେ।

Other News