“ମା” ସ୍ତନପାନ କାର୍ଯ୍ୟକ୍ରମକୁ ଆଗକୁ ନେବ

MAA push to breastfeed campaign

 Published : ଦି ଟେଲିଗ୍ରାଫ

/  

26-Oct-2016  

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମା ର ଶୁଭାରମ୍ଭ କରିଛନ୍ତି।  ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପ୍ରତିପରିବାର ଓ ସମାଜରେ ସ୍ତନପାନ ସମ୍ପର୍କରେ ସଚେତନତା ସୃଷ୍ଟିକରିବ। ସ୍ବାସ୍ଥ୍ୟ କର୍ମ୍ମୀ ମାନେ ଏହି କ୍ଷେତ୍ରରେ ନୂଆ ‘ମା’ ହେବାକୁ ଥିବା ମହିଳା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସମାଜରେ ସଚେତନତା ସୃଷ୍ଟି କରାଇବେ। 

Other News