ଚାଷୀଙ୍କ ସମସ୍ୟାକୁ ସମ୍ପର୍କରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ନୀରବ ରହିବା ଘଟଣାକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ

Naveen slammed Central Ministers from Odisha for keeping mum over farmers’ issues

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-Apr-2019  

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ନୀରବ ରହିବାକୁ ତୀବ୍ର ସମାଲୋଚନା କରିଛନ୍ତି। ବରଗଡ ଜିଲ୍ଲାର ଅତାବିରାଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ସଭାପତି କହିଛନ୍ତି, ଚାଷୀଙ୍କ ସମସ୍ୟା ସମ୍ପର୍କରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ମିଳୁନାହିଁ  ?  ମୁଖ୍ୟମନ୍ତ୍ରୀ କହିଛନ୍ତି ଧାନର ସହାୟକ ମୂଲ୍ୟ ଦୁଇଗୁଣ କରିବା ପାଇଁ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ପୂରଣ କରି ପାରିନାହାନ୍ତି।

Other News