ଗଞ୍ଜାମର ଶାନ୍ତି ନଷ୍ଟ କରିବା ପାଇଁ ବିଜେପି ଓ କଂଗ୍ରେସ ଉଦ୍ୟମ କରୁଛନ୍ତି : ନବୀନ

BJP, Congress trying to destroy peace in Ganjam: Naveen

 Published : ଓଡ଼ିଶା ସନ୍ ଟାଇମ୍ସ

/  

13-Apr-2019  

ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଧରାକୋଟ ଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ ଦଳ ଗଞ୍ଜାମ ଜିଲ୍ଲାର ଶାନ୍ତି ଭଙ୍ଗପାଇଁ ଉଦ୍ୟମ କରୁଛନ୍ତି। ସଭାପତି କହିଛନ୍ତି ଗଞ୍ଜାମ ମାଟି ହେଉଛି କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜନ୍ମଭୂମି ଏବଂ ଏଠାକାର ଲୋକେ ଶାନ୍ତି ପ୍ରିୟ ହୋଇଥିବାବେଳେ ଗଞ୍ଜାମରେ ଅଶାନ୍ତର ବାତାବରଣ ସୃଷ୍ଟି କରିବାର ଅପଚେଷ୍ଟା ବିଜେପି ଓ କଂଗ୍ରେସ ଦଳ କରୁଛନ୍ତି ବୋଲି ସେ କହିଛନ୍ତି।

Other News