ବିଶ୍ବକପ ହକିର ବର୍ଣ୍ଣାଢ୍ୟ ଉଦଘାଟନ ଓ ଆନ୍ତରିକ ଶ୍ରଦ୍ଧା ପାଇଁ ଶାହରୁଖ ଖାନ୍ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲେ

Shah Rukh thanked CM for love & grand opening of Hockey WC

 Published : ଓଡ଼ିଶା ସନ୍ ଟାଇମ୍ସ

/  

28-Nov-2018  

ଓଡ଼ିଶା ପୁରୁଷ ବିଶ୍ବକପ ହକି-୨୦୧୮ ଏକ ବର୍ଣ୍ଣାଢ୍ୟ ପରିବେଶ ଓ ଆନ୍ତର୍ଜାତୀୟ ମାନର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Other News