କ୍ବାଲାଲାମ୍ପୁରକୁ ସିଧାସଳଖ ବିମାନ ଉଡାଣ ପାଇଁ ଓଡିଶା ସରକାର ଓ ଏୟାର ଏସିଆ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରୀତ

AirAsia signs agreement with Odisha govt for direct flights to Kuala Lumpur

 Published : ଓଡିଶା ସନ୍ ଟାଇମ୍ସ

/  

17-Feb-2017  

ଭୁବନେଶ୍ବରରୁ  ସିଧାସଳଖ କ୍ବାଲାଲାମ୍ପୁରକୁ  ଆନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ଓଡିଶା ସରକାର ଓ ଏୟାର ଏସିଆ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରୀତ ହୋଇଛି। ଆନ୍ତର୍ଜାତୀୟ ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟପାଇଁ ଏହା ପ୍ରଥମ ଚୁକ୍ତି ଅଟେ। ଏୟାର ଏସିଆର ବିମାନ ନିକଟରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ କ୍ବାଲାଲାମ୍ପୁରକୁ  ଉଡାଣ କରିବ ବୋଲି ସୂଚନା ଦିଆଯାଇଛି।

Other News