ଓଡିଶାରେ ମୁଁ ସରକାର ଚଳାଉଛି, ପ୍ରଶାସନିକ ଅଧିକାରୀ ନୁହଁନ୍ତି : ମୁଖ୍ୟମନ୍ତ୍ରୀ

I run Odisha government, not bureaucrats: CM

 Published : ଓଡିଶା ସନ୍ ଟାଇମ୍ସ

/  

29-Dec-2017  

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଓଡିଶାରେ ପ୍ରଶାସନିକ ଅଧିକାରୀ ସରକାର ଚଳାଉଛନ୍ତି ବୋଲି ଯାହା ଅଭିଯୋଗ ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ବିଜୁ ଜନତା ଦଳର ୨୦ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଲାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟ ଏହିଭଳି ଅଭିଯୋଗକୁ ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି।

Other News