ରିବିଶାଖାପାଟନାମ୍ ପୁଞ୍ଜି ବିନିଯୋଗକାରୀ ସମ୍ମିଳନୀରେ ଓଡିଶା ପାଇଁ ଉତ୍ସାହ ଜନକ ସ୍ଥିତି

Overwhelming response for Odisha at Visakhapatnam investors meet

 Published : ହିନ୍ଦୁ

/  

28-Jul-2017  

ଓଡିଶା ସରକାରଙ୍କ ପକ୍ଷରୁ ଆନ୍ଧ୍ର ପ୍ରଦେଶର ବିଶାଖାପାଟନାମ୍ ଠାରେ ଅନୁଷ୍ଠିତ ଦୁଇ ଦିନିଆ ପୁଞ୍ଜି ବିନିବେଶ ସମ୍ମିଳନୀରେ, ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଓଡିଶା ପାଇଁ ଉତ୍ସାହ ଜନକ ପରିସ୍ଥିତି ସୃଷ୍ଟି ହୋଇଛି।  ରାଜ୍ୟର ସିଙ୍ଗିଲ ଉଇଣ୍ଡୋ  ମଞ୍ଜୁରୀ କମିଟି ନିକଟରେ ବିଶାଖପାଟଣାସ୍ଥିତ କୋଷ୍ଟାଲ କରପୋରେସନର ସି ଫୁଡ ପାର୍କ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଭୁବନେଶ୍ବର ଡେରାସଠାରେ ୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପରେ ୩୦୦  ନିଯୁକ୍ତିର ସୁଯୋଗ ସୃଷ୍ଟିହେବ।

Other News