ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ର ନିକଟରେ ଦାବି, କୋଇଲା ରୟାଲଟି ୨୦ ପ୍ରତିଶତକୁ ବୃଦ୍ଧି କର

CM urged Union Min to hike coal royalty to 20 percent

 Published : ଓଡ଼ିଶା ସନ୍ ଟାଇମ୍ସ

/  

10-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର ଲୋଖି ଦାବୀ କରିଛନ୍ତି ଯେ କୋଇଲା ରୟାଲଟି ୧୪ରୁ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଓଡ଼ିଶାର ଦୀର୍ଘ ଦିନର ଦାବିକୁ ପୁରଣ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର।

Other News