ଓଡିଶାର ପ୍ରସ୍ତାବ, ଇଟାଲୀ ପୁଞ୍ଜିନିବେଶକାରୀଙ୍କ ପାଇଁ ହେବ ସ୍ବତନ୍ତ୍ର ଇଣ୍ଡଷ୍ଟ୍ରିଆଲ ପାର୍କ

Odisha proposed special industrial park for Italian investors

 Published : ଓଟିଭି

/  

29-Nov-2017  

ରାଜ୍ୟରେ ଇଟାଲୀ ପୁଞ୍ଜିନିବେଶକାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ମଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ, ଇଟାଲୀ କନସୁଲ ଜେନେରାଲଙ୍କ ଶ୍ରୀ ଡାମିଆନୋ ଫ୍ରୋଙ୍କୋଭି ସହିତ ଆଲୋଚନା ବେଳେ ରାଜ୍ୟ ପକ୍ଷରୁ ଏହି ପ୍ରସ୍ତାବ ଦେଇଥିଲେ।

Other News