ନିରାମୟ ଯୋଜନାରେ ରାଜ୍ୟର ୧.୩ କୋଟି ରୋଗୀ ଉପକୃତ ହୋଇଛନ୍ତି

1.3 CR PATIENTS BENEFITED FROM NIRAMAYA

 Published : ପାଓନିଅର

/  

17-Jun-2017  

ରାଜ୍ୟରେ ୨୦୧୫ ମସିହାରେ ନିରାମୟ ଯୋଜନାରେ କାର୍ଯ୍ୟକାରୀ ହେବାପରଠାରୁ ଏପର୍ଯ୍ୟନ୍ତ ୧ କୋଟି ୩୦ ଲକ୍ଷ ରୋଗୀ ଉପକୃତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହର୍ଦ୍ଦା ସୂଚନା ଦେଇଛନ୍ତି। ନିରାମୟ ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଳାପାଳ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସକ ମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ସଚିବ ଶ୍ରୀ ମେହର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି।

Other News