ଏବେ ଚାଷୀର ପୁଅକୁ ଉଚ୍ଚଶିକ୍ଷା ପାଇଁ ମିଳିବ ବୃତ୍ତି

Now, scholarship to aid higher education of Odisha farmers’ children

 Published : ଓଡ଼ିଶା ସନ୍ ଟାଇମ୍ସ

/  

03-Feb-2019  

ଓଡ଼ିଶାରେ କାଳିଆ ଯୋଜନା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ “କାଳିଆ ଛାତ୍ର ବୃତ୍ତି“ ଯୋଜନାର ଘୋଷଣା କରରିଛନ୍ତି। ଏହି ଯୋଜନାରେ କାଳିଆ ଯୋଜନାର ଉପଭୋକ୍ତାଙ୍କ ପିଲା ମାନେ ଉଚ୍ଚଶିକ୍ଷା ପାଇଁ ପାଇବେ ବୃତ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦୁଝରର ପଣ୍ଡାପଡ଼ା ଠାରେ ଚାଷୀ ସମାବେଶରେ ଘୋଷଣା କରିଛନ୍ତି।

Other News