ବିଜୁ ପଟ୍ଟନାୟକଙ୍କ ପାଇଁ ଭାରତ ରତ୍ନ, ବିଜେଡିର ଦାବୀ

BJD demands Bharat Ratna for Biju Patnaik

 Published : ଓଡିଶା ସନ୍ ଟାଇମ୍ସ

/  

17-Apr-2017  

ବିଶିଷ୍ଟ ରାଷ୍ଟ୍ରନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ବିଂଶତମ ଶ୍ରାଦ୍ଧ ବାର୍ଷିକ ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ, ବିଜୁ ବାବୁଙ୍କୁ ଦେଶର ସର୍ବଶ୍ରେଷ୍ଠ ବେସାମରୀକ ସମ୍ମାନ, ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ପାଇଁ  ଶାସକ ବିଜୁ ଜନତା ଦଳ ତାର ଦାବୀକୁ  ଫୁଣି ଦୋହରାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ବିଜେଡିର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରତାପ ଜେନାଙ୍କ ଭଳି ଅନେକ ବ୍ୟକ୍ତି ଓ ସଙ୍ଗଠନ ବିଜୁ ବାବୁଙ୍କ ପାଇଁ ଭାରତ ରତ୍ନ ସମ୍ମାନ ପ୍ରଦାନ ପାଇଁ ଦାବୀ କରିଆସୁଛନ୍ତି।

Other News