Published : ଓଡ଼ିଶା ସନ୍ ଟାଇମ୍ସ
/23-Apr-2019
ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ପାଇଁ ମତଦାନ କରିଛନ୍ତି। ଦଳର ସଭାପତି ଶ୍ରୀ ପଟ୍ଟନାୟକ ଭୁବନେଶ୍ବର ଏରୋଡ୍ରମ କଲୋନି ୟୁ ପି ସ୍କୁଲର ୧୧୨ ନମ୍ବର ବୁଥରେ ପୂର୍ବାହ୍ନରେ ପ୍ରବଳ ଭିଡ ମଧ୍ୟରେ ମତଦାନ କରିଥିବା ଜଣାଯାଇଛି।