ମାଓ ମୁକାବିଲ୍ଲା ରଣନୀତି,କେନ୍ଦ୍ରକୁ ଓଡିଶା ଦାବୀ କଲା ଅଧିକ ୨ ବାଟାଲିଅନ ଅଧିକ ଫୋର୍ସ ଓ ଅର୍ଥ

Anti-naxal meet ,CM demands more forces and funds

 Published : ଓଟିଭି

/  

08-May-2017  

ରାଜ୍ୟରେ ମାଓ ମୁକାବିଲ୍ଲା ପାଇଁ ଓଡିଶା ସରକର କେନ୍ଦ୍ରକୁ  ଅଧିକ ଦୁଇ ବଟାଲିଅନ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ଯୋଗାଇ ଦେବା ସହରତ ଅର୍ଥ ଯୋଗାଇ ଦେବାପାଇଁ  ଦିଲ୍ଲୀରେ ଅନୁଷ୍ଠିତ ମାଓ ଦମନ ବୌଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିଛନ୍ତି।

Other News