ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ସ୍ଵତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha CM Announces Special Rehab Package For Security Zone Around Jagannath Temple

 Published : ଓଡ଼ିଶା ବାଇଟ୍ସ

/  

02-Sep-2019  

ଶ୍ରୀମନ୍ଦିର ସୁରକ୍ଷା ଜୋନ ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଵତନ୍ତ୍ର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ଗୃହ ନିର୍ମାଣ ଓ ଦୋକାନ ଘର ସ୍ଥାନାନ୍ତରଣ ସହ ଲଜଗୁଡିକ ପାଇଁ ଜାଗା ଓ ଆର୍ଥିକ ସହାୟତାର ବ୍ୟବସ୍ଥା କରିଛନ୍ତି।  ଯୋଜନାରେ ଉଠା ଦୋକାନୀଙ୍କୁ ଏକକାଳୀନ ୩୦୦୦୦ ଟଙ୍କା ଓ ବ୍ୟବସାୟ ପାଇଁ ନିର୍ଦ୍ଧାରିତ ଜାଗା ଦିଆଯିବ। ୩୦ ଦିନ ମଧ୍ୟରେ ଶ୍ରୀମନ୍ଦିର ସୁରକ୍ଷା ଜୋନ କ୍ଷତିଗ୍ରସ୍ତ ସେମାନଙ୍କ ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କଲେ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଯୋଜନାରେ ବ୍ୟବସ୍ଥା ରହିଛି।

Other News