କାଳିଆ ଯୋଜନା ସମ୍ପର୍କରେ ଜାଣିବା ପାଇଁ କେନ୍ଦ୍ର ଆଗ୍ରହୀ

Centre to take a leaf from Odisha’s KALIA scheme!

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-Jan-2019  

କୃଷକଙ୍କ ଅସନ୍ତୋଷ ସରକାରଙ୍କ ପାଇଁ ଏବେ ଚିନ୍ତାର କାରଣ ହୋଇ ପଡିଥିବା ବେଳେ ଲୋକସଭା ନିର୍ବାଚନ ପୁର୍ବରୁ କୃଷକ ମାନଙ୍କ ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କର ଆୟ ବୃଦ୍ଧି ପାଇଁ କଳିଆ ଯୋଜନାକୁ ନୂଆ ରୂପ ଦେଇ ଜାତାୟ ସ୍ତରରେ ଏହି ଯୋଜନାକୁ ପ୍ରଚଳନ କରିବା ପାଇଁ ଚିନ୍ତା କରାଯାଉଛି।

Other News