ରାଜ୍ୟ ସରକାର ୧୩୦୦୦ ତିତଲି କ୍ଷତିଗ୍ରସ୍ତ ପରିବାରକୁ ପକ୍କାଘର ଦେଦେ

Odisha govt to provide pucca houses to 13,000 Titli cyclone affected families

 Published : ଓଡ଼ିଶା ସନ୍ ଟାଇମ୍ସ

/  

20-Nov-2018  

ରାଜ୍ୟ ସରକାର ୧୧ଟି ଜିଲ୍ଲାର ୧୩୦୦୦ ତିତଲ କ୍ଷତିଗ୍ରସ୍ତଙ୍କୁ ରାଜ୍ୟସରକାରଙ୍କର  ବିଜୁ ପକ୍କାଘର ଯୋଜନାରେ ପକ୍କାଘର ଯୋଗାଇଦେବେ। ଏଥିପାଇଁ ରାଜ୍ୟ ସରକାର ୧୭୬ କୋଟି ଖର୍ଚ୍ଚ କରିବେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

Other News