Published : ଓଡିଶା ସନ୍ ଟାଇମ୍ସ
23-Sep-2017
ରାଜ୍ୟର କୈଣସି ଅଗମ୍ୟ ଅଞ୍ଚଳରୁ ଗର୍ଭବତୀ ମହିଳା, ଡାକ୍ତରଖାନାକୁ ପ୍ରତ୍ସବ ପାଇଁ ଆସିଲେ ରାଜ୍ୟ ସରକାର ସଂପୃକ୍ତ ମହିଳାଙ୍କୁ ପରିବହନ ଖର୍ଚ୍ଚ ବାବଦରେ ଏକ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।