ମୁମ୍ବାଇର ପୂର୍ବତନ ପୁଲିସ କମିଶନର ବିଜେଡିରେ ଯୋଗ ଦେଲେ

Ex-top cop of Mumbai joined BJD

 Published : ହିନ୍ଦୁ

/  

18-Apr-2018  

ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଶ୍ରୀ ଅରୂପ ପଟ୍ଟନାୟକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ୧୯୭୯ ବ୍ୟାଚର ଅବସରପ୍ରାପ୍ତ ଆଇ ପଇ ଏସ୍ ଅଫିସର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ  ଅରୂପଙ୍କୁ ଦଳକୁ ସ୍ବାଗତ କରିବା ସହିତ ଦଳ ପାଇଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି କହିଥିଲେ।

Other News