ମୁଖ୍ୟମନ୍ତ୍ରୀ କୋଣାର୍କ ସୂର୍ଯ୍ୟମନ୍ଦିରର ଲାଇଟ୍ ଆଣ୍ଡ ସାଉଣ୍ଡ ସୋ କୁ ଉଦଘାଟନ କଲେ

CM inaugurated Light and sound show at Sun temple, Konark

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଣାର୍କ ସୂର୍ଯ୍ୟମନ୍ଦିରର ବହୁ ପ୍ରତିକ୍ଷିତ ଲାଇଟ୍ ଆଣ୍ଡ ସାଉଣ୍ଡ ( ଆଲୋକ ଓ ଧ୍ବନି) ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି। ଏହା ଫଳରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ସୂର୍ଯ୍ୟମନ୍ଦିରର ଐତିହ, ଧାର୍ମିକ ଚେତନା, କୋଣାର୍କର ଇତିବୃତି ଇତ୍ୟାଦି ସମ୍ପର୍କରେ ବହୁ ତଥ୍ୟ ଜାଣିପାରିବେ। ୧୨୨୫ ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ରାଜା ନରସଂହ ଦେବ -୧ ଙ୍କ ଦ୍ବାରା ନିର୍ମିତ ହୋଇଥିଲା

Other News