ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ଓଡିଶାର ପ୍ରଞ୍ଜାପନ ମେଢକୁ ଦର୍ଶକଙ୍କ ପ୍ରଶଂସା

Odisha’s Republic Day tableau draws accolades from spectators

ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥବା ସାଧାରଣତନ୍ତ୍ର ଦିବସ ପରେଡ-୨୦୧୭ ପାଇଁ  ପ୍ରସ୍ତୁତ ଓଡିଶାର ପ୍ରଞ୍ଜାପନ ମେଢରେ ଦର୍ଶକ ମାନଙ୍କ ମନକୁ ଏଥର ବେଶ୍ ଚୁଇଁ ପାରିଛି। ଫଗୁଣ ମାସରେ ଅନୁଷ୍ଠିତ ହେଉଥିବା ଦୋଳଯାତ୍ରାର ଝଲକ୍ ଏହି ମେଢରେ ଏଥର ଦେଖରବାକୁ ମିଳିଛି। ପ୍ରଞ୍ଜାପନ ମେଢରେ ବିଭିନ୍ନ ରଙ୍ଗର କପଡାରେ ସୁସଜ୍ଜିତ ଦୋଳ ବିମାନ ଦର୍ଶକ ମାନଙ୍କୁ ବେଶ୍ ଆକର୍ଷତ କରିପାରିଛି। ମେଢର ନିର୍ମାଣପରେ ପୂର୍ବାଭିନୟ ପାଇଁ ନୂଆଦିଲ୍ଲୀର ରାଜପଥ ଯାଉଥିବାବେଳେ ଏହିମେଢ ଦେଖିବାପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଇଥିଲା ଏବଂ ଦର୍ଶକ ମାନେ ଏହାର ବେଶ୍ ପ୍ରଶଂସା କରିଥିଲେ।

Other News