ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଇରାନର ବାଣିଜ୍ୟଦୂତ

Iranian Consul Gen calls on CM

 Published : ଓଡିଶା ପୋଷ୍ଟ

/  

25-Jan-2017  

ହାଇଦ୍ରାବାଦ ସ୍ଥିତ ଇସ୍ଲାମିକ୍ ରିପବ୍ଲିକ ଅଫ୍ ଇରାନର ବାଣିଜ୍ୟଦୂତ ହସନ୍ ନୁରିଆନ୍ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ବାଣିଜ୍ୟ କ୍ଷେତ୍ରରେ ଇରାନ୍, ଓଡିଶାରେ ପୁଞ୍ଜି ନିବେଶ  କରିବ ବୋଲି ସୂଚନା ଦେଇଥିଲେ। ଓଡିଶାରେ ପର୍ଯ୍ୟଟନ, ପରିବହନ ଓ ରପ୍ତାନୀ କ୍ଷେତ୍ରରେ ପୁଞି ନିବେଶ କରିବା ସହିତ ଓଡିଶା ସହିତ ଇରାନ୍ର଼ ସାଂସ୍କୃତିକ ସଂମ୍ପର୍କର ବିନିମୟ ସହିତ ପ୍ରଚାର ଓ ପ୍ରସାର ପାଇଁ ଇରାନ ଆଗ୍ରହୀ ବେଲି ଶ୍ରୀ ନୁରିଆନ୍ ପ୍ରକାଶ କରିଥିଲେ।

Other News